ଖରାପ ଅଭ୍ୟାସ
ଖରାପ ଅଭ୍ୟାସରେ ପଡ଼ିବା ବହୁତ ସହଜ ଓ ଏହି ଅଭ୍ୟାସକୁ ଛାଡ଼ିବା ବହୁତ କଷ୍ଟ । ଏହି ଭାଗରେ କୁହାଯିବ ଯେ ଆମେ କିପରି ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିପାରିବା ଓ ଭଲ ଅଭ୍ୟାସଗୁଡ଼ିକୁ ବଢ଼ାଇପାରିବା ।
बातचीत
ବାଜେ ଗପସପକୁ କିପରି ରୋକିବା ?
କଥା ହେଉ ହେଉ କାହାରି ବିଷୟରେ ଖରାପ କଥା ସେଥିରେ ପଶିଲେ ତୁରନ୍ତ ପଦକ୍ଷେପ ନିଅନ୍ତୁ ।