ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଅଗଷ୍ଟ ୨୦୨୪
ଏହି ସଂଖ୍ୟାରେ ୭ ଅକ୍ଟୋବର–୧୦ ନଭେମ୍ବର, ୨୦୨୪ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।
ଅଧ୍ୟୟନ ଲେଖା ୩୧
ଯିହୋବା ଆମକୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ପାଇଁ କʼଣ କରିଛନ୍ତି ?
୭-୧୩ ଅକ୍ଟୋବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଆପଣଙ୍କ ପ୍ରଶ୍ନ
୨ ଥେସଲନୀକୀୟ ୩:୧୪ ପଦ ଅନୁସାରେ କାହାରି ଉପରେ ନଜର ରଖିବାର ନିଷ୍ପତ୍ତି ପ୍ରାଚୀନମାନଙ୍କ ହେବା ଉଚିତ୍ ନା ମଣ୍ଡଳୀର ପ୍ରଚାରକମାନଙ୍କ ?
ଅଧ୍ୟୟନ ଲେଖା ୩୨
ଯିହୋବା ଚାହାନ୍ତି ଯେ ସମସ୍ତେ ପଶ୍ଚାତାପ କରନ୍ତୁ
୧୪-୨୦ ଅକ୍ଟୋବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୩୩
ଗମ୍ଭୀର ପାପ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ
୨୧-୨୭ ଅକ୍ଟୋବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୩୪
ପାପ କରିଥିବା ବ୍ୟକ୍ତିମାନଙ୍କୁ ପ୍ରେମ ଓ ଦୟା ଦେଖାନ୍ତୁ
୨୮ ଅକ୍ଟୋବର-୩ ନଭେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୩୫
ଯେଉଁମାନଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି, ସେମାନଙ୍କୁ ସାହାଯ୍ୟ କରନ୍ତୁ
୪-୧୦ ନଭେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଆପଣଙ୍କ ପାଇଁ ଗୋଟିଏ ସୂଚନା
ଏହି ସଂଖ୍ୟାରେ ଆମେ ପାଞ୍ଚୋଟି ଅଧ୍ୟୟନ ଲେଖା ଉପରେ ଚର୍ଚ୍ଚା କରିବା ଏବଂ ଜାଣିବା ଯେ ପାପ କରିଥିବା ବ୍ୟକ୍ତିମାନଙ୍କୁ ଯିହୋବା କେଉଁ ଦୃଷ୍ଟିରେ ଦେଖନ୍ତି ଓ କିପରି ସେମାନଙ୍କ ସାହାଯ୍ୟ କରନ୍ତି । ଆମେ ଏହା ବି ଜାଣିବା ଯେ ଆମେ ଯିହୋବାଙ୍କ ଭଳି କିପରି ସେହି ଲୋକମାନଙ୍କ ପାଇଁ ପ୍ରେମ, କରୁଣା ଏବଂ ଦୟା ଦେଖାଇପାରିବା ।