ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଡିସେମ୍ବର ୨୦୨୪
ଏହି ସଂଖ୍ୟାରେ ୩ ଫେବୃୟାରୀ–୨ ମାର୍ଚ୍ଚ, ୨୦୨୫ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।
ଅଧ୍ୟୟନ ଲେଖା ୫୦
ବାପାମାଆମାନେ, ନିଜ ପିଲାମାନଙ୍କ ବିଶ୍ୱାସ ଦୃଢ଼ କରିବା ପାଇଁ ସାହାଯ୍ୟ କରନ୍ତୁ
୧୭-୨୩ ଫେବୃୟାରୀ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୫୧
ଆପଣଙ୍କ ଲୁହ ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟେ !
୨୪ ଫେବୃୟାରୀ–୨ ମାର୍ଚ୍ଚ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଜୀବନ କାହାଣୀ
ମୁଁ ଶିଖିବା ଜାରି ରଖିଲି
ଭାଇ ଜୋଏଲ ଆଡାମ କହନ୍ତି ଯେ ସେ କିପରି ଗତ ୮୦ ବର୍ଷରୁ ଖୁସିର ସହ ଯିହୋବାଙ୍କ ସେବା କରିବା ଜାରି ରଖିଛନ୍ତି ।
ଆପଣଙ୍କ ପ୍ରଶ୍ନ
୧ ତୀମଥି ୫:୨୧ ପଦରେ ଯେଉଁ “ମନୋନୀତ ଦୂତମାନଙ୍କ” ବିଷୟରେ କୁହାଯାଇଛି, ସେମାନେ କିଏ ?
ଆପଣଙ୍କୁ ମନେ ଅଛି କି ?
କʼଣ ଆପଣ ଏବେକାର ପ୍ରହରୀଦୁର୍ଗ ପତ୍ରିକାଗୁଡ଼ିକ ପଢ଼ିଛନ୍ତି ଓ ତାʼର ମଜା ନେଇଛନ୍ତି ? ଦେଖନ୍ତୁ ଯେ କʼଣ ଆପଣଙ୍କୁ ସେଥିରେ ଲେଖାଥିବା କଥା ମନେ ଅଛି ।
ଯିହୋବାଙ୍କ ବିଶ୍ୱସ୍ତ ସେବକମାନେ ନିଜ ପ୍ରତିଜ୍ଞା ପୂରା କରନ୍ତି
ଆମେ ଯିପ୍ତହ ଓ ତାଙ୍କ ଝିଅଙ୍କ ଘଟଣାରୁ କʼଣ ଶିଖିପାରିବା ?