ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ନଭେମ୍ବର ୨୦୨୪
ଏହି ସଂଖ୍ୟାରେ ୬ ଜାନୁୟାରୀ–୨ ଫେବୃୟାରୀ, ୨୦୨୫ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।
ଅଧ୍ୟୟନ ଲେଖା ୪୬
ଭାଇମାନେ, କʼଣ ଆପଣ ସହାୟକ ସେବକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?
୨୦-୨୬ ଜାନୁୟାରୀ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୪୭
ଭାଇମାନେ, କʼଣ ଆପଣ ପ୍ରାଚୀନ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?
୨୭ ଜାନୁୟାରୀ–୨ ଫେବୃୟାରୀ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଜୀବନ କାହାଣୀ
ଯୁଦ୍ଧ ଓ ଶାନ୍ତି ସମୟରେ ଯିହୋବାଙ୍କଠାରୁ ଆମକୁ ସାହସ ମିଳିଲା
ଭାଇ ପଲ୍ ଓ ଭଉଣୀ ଏନ୍ କ୍ରୁଡସ କହନ୍ତି ଯେ ଯୁଦ୍ଧ ଓ ଅନ୍ୟ ସମସ୍ୟା ସମୟରେ ଯିହୋବା କିପରି ସେମାନଙ୍କୁ ସମ୍ଭାଳିଲେ ଓ ସାହସ ଦେଲେ
ପ୍ରତି ସପ୍ତାହ ଅଧ୍ୟୟନ କରିବା ପାଇଁ କʼଣ କରିପାରିବା ?
ପ୍ରତି ସପ୍ତାହ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ଏବଂ ଏହାକୁ ମଜାଦାର କରିବା ପାଇଁ ଚାରୋଟି ଉପାୟ ଉପରେ ଧ୍ୟାନ ଦିଅନ୍ତୁ ।
ଭଲ ପରିବେଶରେ ଅଧ୍ୟୟନ କରନ୍ତୁ
ଧ୍ୟାନର ସହିତ ଅଧ୍ୟୟନ କରିବା ପାଇଁ ତିନୋଟି ଉପାୟ ଉପରେ ଧ୍ୟାନ ଦିଅନ୍ତୁ ।