इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ସଜାଗ ହୁଅ ! ସଂଖ୍ୟା ୩ ୨୦୧୮ | ନିଜ ଲୋକଙ୍କୁ ହରାଇବାର ଦୁଃଖ କିପରି ସହିବା ?

ନିଜ ଲୋକଙ୍କୁ ହରାଇବାର ଦୁଃଖକୁ ଆମେ କିପରି ସହିପାରିବା ?

ଏହି ଲେଖାରେ କୁହାଯାଇଛି ଯେ ଯେଉଁମାନେ ନିଜ ଲୋକଙ୍କୁ ମୃତ୍ୟୁରେ ହରାଇଛନ୍ତି, ସେମାନଙ୍କୁ କିପରି ଭାବନାଗୁଡ଼ିକ ସହ ଲଢ଼ିବାକୁ ପଡ଼ିପାରେ । ଏଠାରେ ଏହା ବି କୁହାଯାଇଛି ଯେ ସେମାନେ ଏହି ଦୁଃଖରୁ ବାହାରିବା ପାଇଁ କʼଣ କʼଣ କରିପାରିବେ ।

 

ମନର ଯନ୍ତ୍ରଣା

ଆମେ କାହାରିକୁ ହରାଇଲେ ଯେତେ ଦୁଃଖ ହୁଏ, ସେତେ ଦୁଃଖ ଆଉ କୌଣସି କଥାରୁ ହୋଇ ନ ଥାଏ । ଏପରିକି ସେହି ବ୍ୟକ୍ତି ଆମ ଜୀବନସାଥୀ ଥାଉ, ସମ୍ପର୍କୀୟ ଥାଉ ବା କୌଣସି ଭଲ ସାଙ୍ଗ । ଜାଣନ୍ତୁ ଯେ ଏବିଷୟରେ ବିଶେଷଜ୍ଞ ଓ ସେହି ଲୋକମାନେ କʼଣ କହନ୍ତି ଯେଉଁମାନେ ନିଜ ଲୋକଙ୍କୁ ହରାଇଛନ୍ତି ।

କʼଣ ହୋଇପାରେ ?

ଯେବେ କେହି ନିଜ ଲୋକଙ୍କୁ ମୃତ୍ୟୁରେ ହରାଏ, ତେବେ ତାଙ୍କୁ କେଉଁଭଳି ଭାବନା ଓ ସମସ୍ୟାଗୁଡ଼ିକ ସହ ଲଢ଼ିବାକୁ ପଡ଼ିପାରେ ?

ଦୁଃଖରୁ ବାହାରିବା ପାଇଁ​—ଆପଣ କʼଣ କରିପାରିବେ ?

ଯେଉଁ ଲୋକମାନେ ନିଜ ଲୋକମାନଙ୍କୁ ମୃତ୍ୟୁରେ ହରାଇଛନ୍ତି, ସେମାନେ କିଛି ଜରୁରୀ ପଦକ୍ଷେପ ନେଇ ଏହି ଦୁଃଖକୁ ସହିପାରିଛନ୍ତି ।

ଦୁଃଖୀ ଲୋକଙ୍କ ପାଇଁ ପ୍ରକୃତ ସାନ୍ତ୍ୱନା

ଯେଉଁମାନେ ନିଜ ଲୋକମାନଙ୍କୁ ମୃତ୍ୟୁରେ ହରାଇଛନ୍ତି, ସେମାନଙ୍କୁ ବାଇବଲରୁ ପ୍ରକୃତ ସାନ୍ତ୍ୱନା ମିଳିପାରେ ।

ଏହି ସଂଖ୍ୟାରେ: ନିଜ ଲୋକଙ୍କୁ ହରାଇବାର ଦୁଃଖ କିପରି ସହିବା ?

ସଜାଗ ହୁଅ ! ପତ୍ରିକାର ଏହି ସଂଖ୍ୟାରୁ ସେହି ଲୋକମାନଙ୍କୁ ସାନ୍ତ୍ୱନା ମିଳିପାରେ ଯେଉଁମାନେ ନିଜ ଲୋକଙ୍କୁ ହରାଇଛନ୍ତି । ଏହି ଲେଖାରୁ ସେମାନେ ଜାଣିପାରିବେ ଯେ ସେମାନେ କିପରି ନିଜ ଦୁଃଖରୁ ବାହାରିପାରିବେ ।