ଗୀତ ୨୫
ଖାସ୍ ସମ୍ପତ୍ତି
-
୧. ପିତା ଯିହୋବାଙ୍କର,
ଏକ ଜାତି ପବିତ୍ର ।
ପିତା ବାଛିଲେ ତାଙ୍କୁ,
ମାନବଜାତିରୁ ।
(ଘୋଷା)
ଅଭିଷିକ୍ତ ଗଣ,
ପିତାଙ୍କ ଖାସ୍ ସମ୍ପତ୍ତି ।
ପ୍ରେମ ଓ ପ୍ରଶଂସା,
କରନ୍ତି ଯିହୋବାଙ୍କ ସଦା ।
-
୨. ପିତା ଆଣିଲେ ତାଙ୍କୁ,
ମିଥ୍ୟାର ଅନ୍ଧାରରୁ ।
ଶିଖାଇଲେ ସତ୍ୟକୁ,
ଧନ୍ୟବାଦ୍ ପିତାଙ୍କୁ ।
(ଘୋଷା)
ଅଭିଷିକ୍ତ ଗଣ,
ପିତାଙ୍କ ଖାସ୍ ସମ୍ପତ୍ତି ।
ପ୍ରେମ ଓ ପ୍ରଶଂସା,
କରନ୍ତି ଯିହୋବାଙ୍କ ସଦା ।
-
୩. ଯୀଶୁ ତାଙ୍କର ରାଜା,
ମାନନ୍ତି ତାଙ୍କ ଆଜ୍ଞା ।
ଯିହୋବାଙ୍କର ସେବା,
କରନ୍ତି ସର୍ବଦା ।
(ଘୋଷା)
ଅଭିଷିକ୍ତ ଗଣ,
ପିତାଙ୍କ ଖାସ୍ ସମ୍ପତ୍ତି ।
ପ୍ରେମ ଓ ପ୍ରଶଂସା,
କରନ୍ତି ଯିହୋବାଙ୍କ ସଦା ।
(ଯିଶା. ୪୩:୨୦ଖ, ୨୧; ମଲାଖି ୩:୧୭; କଲ. ୧:୧୩ ମଧ୍ୟ ଦେଖନ୍ତୁ ।)